# So not even the first covenant was established without blood ଏହାକୁ କର୍ତ୍ତୃବାଚ୍ୟରେ ଓ ସାକାରାତ୍ମକ ଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତେଣୁ ଈଶ୍ବର ଏପରିକି ପ୍ରଥମ ନିୟମ ମଧ୍ୟ ରକ୍ତ ସହିତ ସ୍ଥାପନ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]] [[rc://*/ta/man/translate/figs-doublenegatives]]) # first covenant ଦେଖ [ଏବ୍ରୀ ୮:୭](../08/07.md)ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I # blood ଈଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କରାଯାଉଥିବା ପଶୁମାନଙ୍କର ମୃତ୍ୟୁ ବିଷୟରେ କୁହାଯାଏ ଯେପରି ଏହା କିଛି ନୁହେଁ, କେବଳ ରକ୍ତ ମାତ୍ର I ଅନ୍ୟଏକ ଅନୁବାଦରେ; “ଈଶ୍ବରଙ୍କ ନିକଟରେ ବଳି ଉତ୍ସର୍ଗ କରାଯାଉଥିବା ପଶୁମାନଙ୍କର ମୃତ୍ୟୁ” (ଦେଖ: [[rc://*/ta/man/translate/figs-metonymy]])