or_tn/heb/09/09.md

20 lines
2.0 KiB
Markdown

# This was an illustration
ଏହା ଗୋଟିଏ ଚିତ୍ର ଥିଲା କିମ୍ବା “ଏହା ଏକ ନିଦର୍ଶନ ଥିଲା”
# for the present time
କାରଣ ବର୍ତ୍ତମାନ
# that are now being offered
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ଯାଜକମାନେ ଉତ୍ସର୍ଗ କରନ୍ତି” (ଦେଖ: [[rc://*/ta/man/translate/figs-activepassive]])
# are not able to perfect the worshiper's conscience
ଲେଖକ ଜଣେ ବ୍ୟକ୍ତିର ବିବେକ ବିଷୟରେ କହନ୍ତି ଯେପରି ଏହା ଏପରି ଏକ ବିଷୟ ଥିଲା ଯାହା ଦୋଷଶୁନ୍ୟ ହେବା ପର୍ଯ୍ୟନ୍ତ ଏହାକୁ ଉତ୍ତମରୁ ଉତ୍ତମତର କରାଯାଇ ପାରିବ I ଜଣେ ବ୍ୟକ୍ତିର ବିବେକ ତାହାର ଭଲ ମନ୍ଦର ଜ୍ଞାନ ଅଟେ I ଏହା ମଧ୍ୟ ତାହାର ସଚେତନତା ଯାହା ତାହାକୁ ଜଣାଇ ଦିଏ ଯେ ସେ ଭଲ ଅବା ମନ୍ଦ କରିଛି I ଯଦି ସେ ଜାଣୁଛି ଯେ ସେ ମନ୍ଦ କରିଛି, ଆମେ କହୁ ଯେ ଦୋଷୀ ମନେ କରୁଛି I ଅନ୍ୟଏକ ଅନୁବାଦରେ; “ଉପାସକମାନଙ୍କୁ ଦୋଷ ମୁକ୍ତ କରିପାରେ ନାହିଁ” (ଦେଖ: [[rc://*/ta/man/translate/figs-metaphor]])
# the worshiper's conscience
ଲେଖକ ଜଣେ ମାତ୍ର ଉପାସକକୁ ଦର୍ଶାଇବା ଭଳି ମନେହୁଏ, କିନ୍ତୁ ସେ ଆବାସ ତମ୍ବୁରେ ଉପାସନା କରିବାକୁ ଆସୁଥିବା ସମସ୍ତଙ୍କୁ ଦର୍ଶାଉଛନ୍ତି I (ଦେଖ: [[rc://*/ta/man/translate/figs-genericnoun]])