or_tn/heb/09/09.md

2.0 KiB

This was an illustration

ଏହା ଗୋଟିଏ ଚିତ୍ର ଥିଲା କିମ୍ବା “ଏହା ଏକ ନିଦର୍ଶନ ଥିଲା”

for the present time

କାରଣ ବର୍ତ୍ତମାନ

that are now being offered

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ଯାଜକମାନେ ଉତ୍ସର୍ଗ କରନ୍ତି” (ଦେଖ: rc://*/ta/man/translate/figs-activepassive)

are not able to perfect the worshiper's conscience

ଲେଖକ ଜଣେ ବ୍ୟକ୍ତିର ବିବେକ ବିଷୟରେ କହନ୍ତି ଯେପରି ଏହା ଏପରି ଏକ ବିଷୟ ଥିଲା ଯାହା ଦୋଷଶୁନ୍ୟ ହେବା ପର୍ଯ୍ୟନ୍ତ ଏହାକୁ ଉତ୍ତମରୁ ଉତ୍ତମତର କରାଯାଇ ପାରିବ I ଜଣେ ବ୍ୟକ୍ତିର ବିବେକ ତାହାର ଭଲ ମନ୍ଦର ଜ୍ଞାନ ଅଟେ I ଏହା ମଧ୍ୟ ତାହାର ସଚେତନତା ଯାହା ତାହାକୁ ଜଣାଇ ଦିଏ ଯେ ସେ ଭଲ ଅବା ମନ୍ଦ କରିଛି I ଯଦି ସେ ଜାଣୁଛି ଯେ ସେ ମନ୍ଦ କରିଛି, ଆମେ କହୁ ଯେ ଦୋଷୀ ମନେ କରୁଛି I ଅନ୍ୟଏକ ଅନୁବାଦରେ; “ଉପାସକମାନଙ୍କୁ ଦୋଷ ମୁକ୍ତ କରିପାରେ ନାହିଁ” (ଦେଖ: rc://*/ta/man/translate/figs-metaphor)

the worshiper's conscience

ଲେଖକ ଜଣେ ମାତ୍ର ଉପାସକକୁ ଦର୍ଶାଇବା ଭଳି ମନେହୁଏ, କିନ୍ତୁ ସେ ଆବାସ ତମ୍ବୁରେ ଉପାସନା କରିବାକୁ ଆସୁଥିବା ସମସ୍ତଙ୍କୁ ଦର୍ଶାଉଛନ୍ତି I (ଦେଖ: rc://*/ta/man/translate/figs-genericnoun)