or_tn/heb/09/05.md

1.6 KiB

glorious cherubim overshadowed the atonement lid

ଯେତେବେଳେ ଇଶ୍ରାୟେଲୀୟମାନେ ନିୟମ ସିନ୍ଦୁକ ନିର୍ମାଣ କରୁଥିଲେ, ଈଶ୍ବର ସେମାନଙ୍କୁ ପରସ୍ପରର ସମ୍ମୁଖ ହୋଇ ନିୟମ ସିନ୍ଦୁକର ପାପାଚ୍ଛାଦନକୁ ସେମାନଙ୍କର ପକ୍ଷ ସ୍ପର୍ଶ କରୁଥିବା ଦୁଇଟି କିରୂବ ଖୋଦନ କରିବାକୁ ଆଜ୍ଞା କରିଥିଲେ I ଏଠାରେ ସେମାନେ ନିୟମ ସିନ୍ଦୁକକୁ ଛାୟା ପ୍ରଦାନ କରୁଥିବା କୁହାଯାଏ I ଅନ୍ୟଏକ ଅନୁବାଦରେ: “ଗୌରବମୟ କିରୂବମାନେ ପାପାଚ୍ଛାଦନକୁ ସେମାନଙ୍କର ପକ୍ଷ ଦ୍ବାରା ଆଚ୍ଛାଦନ କରି ରଖୁଥିଲେ I

cherubim

ଏଠାରେ “କିରୂବ”ର ଅର୍ଥ ଦୁଇଟି କିରୂବର ଚିତ୍ରକୁ ବୁଝାଏ I (ଦେଖ: rc://*/ta/man/translate/figs-metonymy)

which we cannot

ଏପରିକି ଯଦିଓ ଲେଖକ ବହୁବାଚକ ସର୍ବନାମ “ଆମ୍ଭେମାନେ” ବ୍ୟବହାର କରୁଛନ୍ତି, ସେ ପ୍ରାୟତଃ କେବଳ ଆପଣାକୁ ବୁଝାଇବା ଭଳି ମନେହୁଏ I ଅନ୍ୟଏକ ଅନୁବାଦରେ: “ଯାହା ମୁ କରିପାରେ ନାହି” (ଦେଖ: rc://*/ta/man/translate/figs-pronouns)