or_tn/heb/09/05.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# glorious cherubim overshadowed the atonement lid
ଯେତେବେଳେ ଇଶ୍ରାୟେଲୀୟମାନେ ନିୟମ ସିନ୍ଦୁକ ନିର୍ମାଣ କରୁଥିଲେ, ଈଶ୍ବର ସେମାନଙ୍କୁ ପରସ୍ପରର ସମ୍ମୁଖ ହୋଇ ନିୟମ ସିନ୍ଦୁକର ପାପାଚ୍ଛାଦନକୁ ସେମାନଙ୍କର ପକ୍ଷ ସ୍ପର୍ଶ କରୁଥିବା ଦୁଇଟି କିରୂବ ଖୋଦନ କରିବାକୁ ଆଜ୍ଞା କରିଥିଲେ I ଏଠାରେ ସେମାନେ ନିୟମ ସିନ୍ଦୁକକୁ ଛାୟା ପ୍ରଦାନ କରୁଥିବା କୁହାଯାଏ I ଅନ୍ୟଏକ ଅନୁବାଦରେ: “ଗୌରବମୟ କିରୂବମାନେ ପାପାଚ୍ଛାଦନକୁ ସେମାନଙ୍କର ପକ୍ଷ ଦ୍ବାରା ଆଚ୍ଛାଦନ କରି ରଖୁଥିଲେ I
# cherubim
ଏଠାରେ “କିରୂବ”ର ଅର୍ଥ ଦୁଇଟି କିରୂବର ଚିତ୍ରକୁ ବୁଝାଏ I (ଦେଖ: [[rc://*/ta/man/translate/figs-metonymy]])
# which we cannot
ଏପରିକି ଯଦିଓ ଲେଖକ ବହୁବାଚକ ସର୍ବନାମ “ଆମ୍ଭେମାନେ” ବ୍ୟବହାର କରୁଛନ୍ତି, ସେ ପ୍ରାୟତଃ କେବଳ ଆପଣାକୁ ବୁଝାଇବା ଭଳି ମନେହୁଏ I ଅନ୍ୟଏକ ଅନୁବାଦରେ: “ଯାହା ମୁ କରିପାରେ ନାହି” (ଦେଖ: [[rc://*/ta/man/translate/figs-pronouns]])