or_tn/heb/09/04.md

986 B

Inside it

ନିୟମ ସିନ୍ଦୁକ ମଧ୍ୟରେ

Aaron's rod that budded

ଏହା ହାରୋଣଙ୍କର ଯଷ୍ଟି ଥିଲା, ଯେତେବେଳେ ଈଶ୍ବର ଇଶ୍ରାଏଲ ଲୋକମାନଙ୍କ ନିକଟରେ ପ୍ରମାଣିତ କଲେ ଯେ ସେ ହାରୋଣଙ୍କ ଯଷ୍ଟିକୁ ପୁଷ୍ପିତ କରାଇ ତାହାଙ୍କୁ ଯାଜକ ଭାବରେ ମନୋନୀତ କରିଛନ୍ତି I (ଦେଖ: rc://*/ta/man/translate/figs-explicit)

that budded

ଯେଉଁଥିରୁ ପତ୍ର ଓ ଫୁଲ ବଢି ଥିଲା

tablets of the covenant

ଏଠାରେ “ଫଳକ” ପ୍ରସ୍ତରର ସମତଳ ଖଣ୍ଡକୁ ବୁଝାଏ,ଯାହାରି ଉପରେ କିଛି ଲେଖା ଯାଇଥାଏ I ଏହା ଦଶ ଆଜ୍ଞା ଲେଖା ଯାଇଥିବା ପ୍ରସ୍ତର ଫଳକକୁ ବୁଝାଏ I