or_tn/heb/09/04.md

16 lines
986 B
Markdown
Raw Permalink Normal View History

2020-11-19 00:15:53 +00:00
# Inside it
ନିୟମ ସିନ୍ଦୁକ ମଧ୍ୟରେ
# Aaron's rod that budded
ଏହା ହାରୋଣଙ୍କର ଯଷ୍ଟି ଥିଲା, ଯେତେବେଳେ ଈଶ୍ବର ଇଶ୍ରାଏଲ ଲୋକମାନଙ୍କ ନିକଟରେ ପ୍ରମାଣିତ କଲେ ଯେ ସେ ହାରୋଣଙ୍କ ଯଷ୍ଟିକୁ ପୁଷ୍ପିତ କରାଇ ତାହାଙ୍କୁ ଯାଜକ ଭାବରେ ମନୋନୀତ କରିଛନ୍ତି I (ଦେଖ: [[rc://*/ta/man/translate/figs-explicit]])
# that budded
ଯେଉଁଥିରୁ ପତ୍ର ଓ ଫୁଲ ବଢି ଥିଲା
# tablets of the covenant
ଏଠାରେ “ଫଳକ” ପ୍ରସ୍ତରର ସମତଳ ଖଣ୍ଡକୁ ବୁଝାଏ,ଯାହାରି ଉପରେ କିଛି ଲେଖା ଯାଇଥାଏ I ଏହା ଦଶ ଆଜ୍ଞା ଲେଖା ଯାଇଥିବା ପ୍ରସ୍ତର ଫଳକକୁ ବୁଝାଏ I