or_tn/heb/08/11.md

1.1 KiB

General Information:

ଏହା ଯିରିମିୟ ଭାବବାଦୀଙ୍କ ପୁସ୍ତକର ଉଦ୍ଧୃତ ବାକ୍ୟକୁ ଜାରି ରଖୁଛି

They will not teach each one his neighbor and each one his brother, saying, 'Know the Lord.'

ଏହି ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ଆମ୍ଭକୁ ଜାଣିବା ନିମନ୍ତେ ଆପଣା ଆପଣା ଭ୍ରାତୃଗଣକୁ କିମ୍ବା ପ୍ରତିବସୀକୁ ଶିକ୍ଷା ଦେବାର ଆବଶ୍ୟକ ହେବ ନାହିଁ” (ଦେଖ: rc://*/ta/man/translate/figs-quotations)

neighbor ... brother

ଏହି ଉଭୟ ବିଷୟ ସହ ଇଶ୍ରାୟେଲୀୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-doublet)

Know the Lord ... will all know me

ଏଠାରେ ଜାଣିବା ବିଷୟ ଜ୍ଞାନକୁ ବୁଝାଏ I