# General Information: ଏହା ଯିରିମିୟ ଭାବବାଦୀଙ୍କ ପୁସ୍ତକର ଉଦ୍ଧୃତ ବାକ୍ୟକୁ ଜାରି ରଖୁଛି # They will not teach each one his neighbor and each one his brother, saying, 'Know the Lord.' ଏହି ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ଆମ୍ଭକୁ ଜାଣିବା ନିମନ୍ତେ ଆପଣା ଆପଣା ଭ୍ରାତୃଗଣକୁ କିମ୍ବା ପ୍ରତିବସୀକୁ ଶିକ୍ଷା ଦେବାର ଆବଶ୍ୟକ ହେବ ନାହିଁ” (ଦେଖ: [[rc://*/ta/man/translate/figs-quotations]]) # neighbor ... brother ଏହି ଉଭୟ ବିଷୟ ସହ ଇଶ୍ରାୟେଲୀୟମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-doublet]]) # Know the Lord ... will all know me ଏଠାରେ ଜାଣିବା ବିଷୟ ଜ୍ଞାନକୁ ବୁଝାଏ I