or_tn/heb/08/04.md

8 lines
487 B
Markdown

# Now
ଏହାର ଅର୍ଥ ନୁହେଁ ଯେ “ଏହି ମୂହୁର୍ତ୍ତରେ,” କିନ୍ତୁ ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା ବ୍ୟବହାର କରାଯାଇଛି I
# according to the law
ଯେପରି ବ୍ୟବସ୍ଥାରେ ଈଶ୍ବର ଆବଶ୍ବକ କରନ୍ତି