# Now ଏହାର ଅର୍ଥ ନୁହେଁ ଯେ “ଏହି ମୂହୁର୍ତ୍ତରେ,” କିନ୍ତୁ ନିମ୍ନଲିଖିତ ଗୁରୁତ୍ବପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହା ବ୍ୟବହାର କରାଯାଇଛି I # according to the law ଯେପରି ବ୍ୟବସ୍ଥାରେ ଈଶ୍ବର ଆବଶ୍ବକ କରନ୍ତି