or_tn/heb/07/25.md

635 B

Therefore he

“ଅତଏବ”ର ଅନ୍ତର୍ନିହିତ ଅର୍ଥକୁ ତମେ ସ୍ପଷ୍ଟ କରି ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଖ୍ରୀଷ୍ଟ ଆମ୍ଭମାନଙ୍କ ମହାଯାଜକ ଅଟନ୍ତି ଯେ ଅନନ୍ତକାଳ ଜୀବିତ ଅଟନ୍ତି” (ଦେଖ: rc://*/ta/man/translate/figs-explicit)

those who approach God through him

ଯୀଶୁ ଯାହା କରି ଅଛନ୍ତି ସେଥିସକାଶୁ ଯେଉଁମାନେ ଈଶ୍ବରଙ୍କ ନିକଟକୁ ଆସିବେ