# Therefore he “ଅତଏବ”ର ଅନ୍ତର୍ନିହିତ ଅର୍ଥକୁ ତମେ ସ୍ପଷ୍ଟ କରି ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ଖ୍ରୀଷ୍ଟ ଆମ୍ଭମାନଙ୍କ ମହାଯାଜକ ଅଟନ୍ତି ଯେ ଅନନ୍ତକାଳ ଜୀବିତ ଅଟନ୍ତି” (ଦେଖ: [[rc://*/ta/man/translate/figs-explicit]]) # those who approach God through him ଯୀଶୁ ଯାହା କରି ଅଛନ୍ତି ସେଥିସକାଶୁ ଯେଉଁମାନେ ଈଶ୍ବରଙ୍କ ନିକଟକୁ ଆସିବେ