or_tn/heb/07/22.md

727 B

Connecting Statement:

ତାପରେ ଲେଖକ ଏହି ଯିହୂଦୀ ବିଶ୍ବାସୀମାନଙ୍କୁ ନିଶ୍ଚିତ କରାଉଛନ୍ତି ଯେ ଖ୍ରୀଷ୍ଟଙ୍କର ଯାଜକତ୍ବ ଉତ୍ତମ, କାରଣ ସେ ଅନନ୍ତକାଳ ଜୀବିତ ଓ ହାରୋଣଙ୍କ ବଂଶରୁ ଜାତ ଯାଜକମାନେ ସମସ୍ତେ ମୃତ୍ୟୁଭୋଗ କଲେ I

has given the guarantee of a better covenant

ଆମ୍ଭମାନଙ୍କୁ କୁହାଯାଇଛି ଯେ ଆମେମାନେ ନିଶ୍ଚିତ ହେବୁ ଯେତେବେଳେ ଏକ ଉତ୍ତମ ନିୟମ ସ୍ଥାପିତ ହେବ