# Connecting Statement: ତାପରେ ଲେଖକ ଏହି ଯିହୂଦୀ ବିଶ୍ବାସୀମାନଙ୍କୁ ନିଶ୍ଚିତ କରାଉଛନ୍ତି ଯେ ଖ୍ରୀଷ୍ଟଙ୍କର ଯାଜକତ୍ବ ଉତ୍ତମ, କାରଣ ସେ ଅନନ୍ତକାଳ ଜୀବିତ ଓ ହାରୋଣଙ୍କ ବଂଶରୁ ଜାତ ଯାଜକମାନେ ସମସ୍ତେ ମୃତ୍ୟୁଭୋଗ କଲେ I # has given the guarantee of a better covenant ଆମ୍ଭମାନଙ୍କୁ କୁହାଯାଇଛି ଯେ ଆମେମାନେ ନିଶ୍ଚିତ ହେବୁ ଯେତେବେଳେ ଏକ ଉତ୍ତମ ନିୟମ ସ୍ଥାପିତ ହେବ