8 lines
946 B
Markdown
8 lines
946 B
Markdown
# General Information:
|
|
|
|
ଏହି ଉଦ୍ଧୃତ ବାକ୍ୟ ଦାଉଦଙ୍କର ସେହି ଏକ ଗୀତରୁ [ଏବ୍ରୀ ୭:୧୭](../07/17.md))ସଦୃଶ ଆସିଅଛି I
|
|
|
|
# And it was not without an oath!
|
|
|
|
“ଏହା” ଶବ୍ଦ ଯୀଶୁ ଅନନ୍ତ କାଳୀନ ଯାଜକ ହେବା ବିଷୟକୁ ବୁଝାଏ I ଏହା ସ୍ପଷ୍ଟଭାବେ କୁହାଯାଇ ପାରିବ ଯେ ଶପଥ କରିଥିଲେ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ଶପଥ ନ କରି ଏହି ନୂତନ ଯାଜକକୁ ମନୋନୀତ କଲେ ନାହିଁ! କିମ୍ବା “ଅତଏବ ଈଶ୍ବର ଏକ ଶପଥ କଲେ ଯାହା ପ୍ରଭୁ ନୂତନ ଯାଜକ ହେଲେ!” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-doublenegatives]])
|