or_tn/heb/07/20.md

946 B

General Information:

ଏହି ଉଦ୍ଧୃତ ବାକ୍ୟ ଦାଉଦଙ୍କର ସେହି ଏକ ଗୀତରୁ ଏବ୍ରୀ ୭:୧୭)ସଦୃଶ ଆସିଅଛି I

And it was not without an oath!

“ଏହା” ଶବ୍ଦ ଯୀଶୁ ଅନନ୍ତ କାଳୀନ ଯାଜକ ହେବା ବିଷୟକୁ ବୁଝାଏ I ଏହା ସ୍ପଷ୍ଟଭାବେ କୁହାଯାଇ ପାରିବ ଯେ ଶପଥ କରିଥିଲେ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ଶପଥ ନ କରି ଏହି ନୂତନ ଯାଜକକୁ ମନୋନୀତ କଲେ ନାହିଁ! କିମ୍ବା “ଅତଏବ ଈଶ୍ବର ଏକ ଶପଥ କଲେ ଯାହା ପ୍ରଭୁ ନୂତନ ଯାଜକ ହେଲେ!” (ଦେଖ: [[rc:///ta/man/translate/figs-explicit]] ଓ [[rc:///ta/man/translate/figs-doublenegatives]])