or_tn/heb/07/15.md

991 B

General Information:

ଏହି ଉଦ୍ଧୃତ ବାକ୍ୟ ରାଜା ଦାଉଦଙ୍କ ଏକ ଗୀତରୁ ଆସିଅଛି I

What we say is clearer yet

ଆମ୍ଭେମାନେ ଏପରିକି ଅଧିକ ସ୍ପଷ୍ଟଭାବରେ ବୁଝି ପାରିବା I ଏଠାରେ “ଆମ୍ଭେମାନେ” ଲେଖକଙ୍କୁ ଓ ତାହାଙ୍କର ଶ୍ରୋତାମାନଙ୍କୁ ବୁଝାଏ I

if another priest arises

ଯଦି ଅନ୍ୟଜଣେ ଯାଜକ ଆସନ୍ତି

in the likeness of Melchizedek

ଏହାର ଅର୍ଥ ଯେ ଜଣେ ଯାଜକଭାବରେ ଖ୍ରୀଷ୍ଟଙ୍କର ବିଷୟସବୁ ଜଣେ ଯାଜକଭାବରେ ମଲକୀସେଦକଙ୍କ ସହିତ ସମାନ ଥିଲା I ଅନ୍ୟଏକ ଅନୁବାଦରେ: “ସେହି ପ୍ରକାରେ ଯେ ମଲକୀସେଦକ ଜଣେ ଯାଜକ ଥିଲେ”