# General Information: ଏହି ଉଦ୍ଧୃତ ବାକ୍ୟ ରାଜା ଦାଉଦଙ୍କ ଏକ ଗୀତରୁ ଆସିଅଛି I # What we say is clearer yet ଆମ୍ଭେମାନେ ଏପରିକି ଅଧିକ ସ୍ପଷ୍ଟଭାବରେ ବୁଝି ପାରିବା I ଏଠାରେ “ଆମ୍ଭେମାନେ” ଲେଖକଙ୍କୁ ଓ ତାହାଙ୍କର ଶ୍ରୋତାମାନଙ୍କୁ ବୁଝାଏ I # if another priest arises ଯଦି ଅନ୍ୟଜଣେ ଯାଜକ ଆସନ୍ତି # in the likeness of Melchizedek ଏହାର ଅର୍ଥ ଯେ ଜଣେ ଯାଜକଭାବରେ ଖ୍ରୀଷ୍ଟଙ୍କର ବିଷୟସବୁ ଜଣେ ଯାଜକଭାବରେ ମଲକୀସେଦକଙ୍କ ସହିତ ସମାନ ଥିଲା I ଅନ୍ୟଏକ ଅନୁବାଦରେ: “ସେହି ପ୍ରକାରେ ଯେ ମଲକୀସେଦକ ଜଣେ ଯାଜକ ଥିଲେ”