or_tn/heb/07/10.md

679 B

Levi was in the body of his ancestor

ଯେହେତୁ ଲେବୀ ଏପର୍ଯ୍ୟନ୍ତ ସୁଦ୍ଧା ଜନ୍ମ ହୋଇ ନ ଥିଲେ, ଲେଖକ ତାହାଙ୍କ ବିଷୟରେ କହୁଛନ୍ତି ଯେ ସେ ଏବେ ସୁଦ୍ଧା ଅବ୍ରାହାମଙ୍କ ଶରୀରରେ ଅଛନ୍ତି I ଏହି ପ୍ରକାରେ, ଲେଖକ ଯୁକ୍ତି ସ୍ଥାପନ କରୁଛନ୍ତି ଯେ ଲେବୀ ଅବ୍ରାହାମଙ୍କ ମଧ୍ୟଦେଇ ମଲକୀସେଦକଙ୍କୁ ଦଶମାଂଶ ଦେଇଥିଲେ I (ଦେଖ: rc://*/ta/man/translate/figs-metaphor)