4 lines
679 B
Markdown
4 lines
679 B
Markdown
|
# Levi was in the body of his ancestor
|
||
|
|
||
|
ଯେହେତୁ ଲେବୀ ଏପର୍ଯ୍ୟନ୍ତ ସୁଦ୍ଧା ଜନ୍ମ ହୋଇ ନ ଥିଲେ, ଲେଖକ ତାହାଙ୍କ ବିଷୟରେ କହୁଛନ୍ତି ଯେ ସେ ଏବେ ସୁଦ୍ଧା ଅବ୍ରାହାମଙ୍କ ଶରୀରରେ ଅଛନ୍ତି I ଏହି ପ୍ରକାରେ, ଲେଖକ ଯୁକ୍ତି ସ୍ଥାପନ କରୁଛନ୍ତି ଯେ ଲେବୀ ଅବ୍ରାହାମଙ୍କ ମଧ୍ୟଦେଇ ମଲକୀସେଦକଙ୍କୁ ଦଶମାଂଶ ଦେଇଥିଲେ I (ଦେଖ: [[rc://*/ta/man/translate/figs-metaphor]])
|