or_tn/heb/07/09.md

696 B

Levi, who received tithes, also paid tithes through Abraham

ଯେହେତୁ ଲେବୀ ଏପର୍ଯ୍ୟନ୍ତ ସୁଦ୍ଧା ଜନ୍ମ ହୋଇ ନ ଥିଲେ, ଲେଖକ ତାହାଙ୍କ ବିଷୟରେ କହନ୍ତି ଯେ ସେ ଏବେ ସୁଦ୍ଧା ଅବ୍ରାହାମଙ୍କ ଶରୀରରେ ଅଛନ୍ତି I ଏହି ପ୍ରକାରେ, ଲେଖକ ଯୁକ୍ତି ସ୍ଥାପନ କରୁଛନ୍ତି ଯେ ଲେବୀ ଅବ୍ରାହାମଙ୍କ ମଧ୍ୟଦେଇ ମଲକୀସେଦକଙ୍କୁ ଦଶମାଂଶ ଦେଇଥିଲେ I (ଦେଖ: rc://*/ta/man/translate/figs-metaphor)