or_tn/heb/07/09.md

4 lines
696 B
Markdown
Raw Permalink Normal View History

2020-11-19 00:15:53 +00:00
# Levi, who received tithes, also paid tithes through Abraham
ଯେହେତୁ ଲେବୀ ଏପର୍ଯ୍ୟନ୍ତ ସୁଦ୍ଧା ଜନ୍ମ ହୋଇ ନ ଥିଲେ, ଲେଖକ ତାହାଙ୍କ ବିଷୟରେ କହନ୍ତି ଯେ ସେ ଏବେ ସୁଦ୍ଧା ଅବ୍ରାହାମଙ୍କ ଶରୀରରେ ଅଛନ୍ତି I ଏହି ପ୍ରକାରେ, ଲେଖକ ଯୁକ୍ତି ସ୍ଥାପନ କରୁଛନ୍ତି ଯେ ଲେବୀ ଅବ୍ରାହାମଙ୍କ ମଧ୍ୟଦେଇ ମଲକୀସେଦକଙ୍କୁ ଦଶମାଂଶ ଦେଇଥିଲେ I (ଦେଖ: [[rc://*/ta/man/translate/figs-metaphor]])