or_tn/heb/07/04.md

8 lines
497 B
Markdown

# Connecting Statement:
ଲେଖକ ଉଲ୍ଲେଖ କରନ୍ତି ଯେ ମଲକୀସେଦକଙ୍କ ଯାଜକପଦ ହାରୋଣଙ୍କ ଯାଜକପଦ ଅପେକ୍ଷା ଉତ୍ତମ ଏବଂ ପରେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ହାରୋଣଙ୍କ ଯାଜକପଦ କୌଣସି ବିଷୟ ସିଦ୍ଧ କରି ନ ଥିଲା I
# this man was
ମଲକୀସେଦକ ଥିଲେ