# Connecting Statement: ଲେଖକ ଉଲ୍ଲେଖ କରନ୍ତି ଯେ ମଲକୀସେଦକଙ୍କ ଯାଜକପଦ ହାରୋଣଙ୍କ ଯାଜକପଦ ଅପେକ୍ଷା ଉତ୍ତମ ଏବଂ ପରେ ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି ଯେ ହାରୋଣଙ୍କ ଯାଜକପଦ କୌଣସି ବିଷୟ ସିଦ୍ଧ କରି ନ ଥିଲା I # this man was ମଲକୀସେଦକ ଥିଲେ