or_tn/heb/07/01.md

12 lines
849 B
Markdown

# Connecting Statement:
ଏବ୍ରୀ ପୁସ୍ତକର ଲେଖକ ଯାଜକଭାବରେ ଯୀଶୁଙ୍କୁ ଯାଜକଭାବରେ ମଲକୀସେଦକଙ୍କ ସହିତ ତୁଳନା କରି ଚାଲିଛନ୍ତି I
# Salem
ଏହା ଗୋଟିଏ ନଗରର ନାମ I (ଦେଖ: [[rc://*/ta/man/translate/translate-names]])
# Abraham returning from the slaughter of the kings
ଏହା ଯେତେବେଳେ ଅବ୍ରାହାମ ଓ ତାହାଙ୍କର ଲୋକମାନେ ଆପଣା ପୁତୁରା, ଲୋଟଙ୍କୁ ଉଦ୍ଧାର କରିବା ସକାଶେ ଚାରିଜଣ ରାଜାଙ୍କର ସୈନ୍ୟବାହିନୀକୁ ପରାସ୍ତ କଲେ, ଉଲ୍ଲେଖ କରେ I (ଦେଖ: [[rc://*/ta/man/translate/figs-explicit]])