or_tn/heb/07/01.md

849 B

Connecting Statement:

ଏବ୍ରୀ ପୁସ୍ତକର ଲେଖକ ଯାଜକଭାବରେ ଯୀଶୁଙ୍କୁ ଯାଜକଭାବରେ ମଲକୀସେଦକଙ୍କ ସହିତ ତୁଳନା କରି ଚାଲିଛନ୍ତି I

Salem

ଏହା ଗୋଟିଏ ନଗରର ନାମ I (ଦେଖ: rc://*/ta/man/translate/translate-names)

Abraham returning from the slaughter of the kings

ଏହା ଯେତେବେଳେ ଅବ୍ରାହାମ ଓ ତାହାଙ୍କର ଲୋକମାନେ ଆପଣା ପୁତୁରା, ଲୋଟଙ୍କୁ ଉଦ୍ଧାର କରିବା ସକାଶେ ଚାରିଜଣ ରାଜାଙ୍କର ସୈନ୍ୟବାହିନୀକୁ ପରାସ୍ତ କଲେ, ଉଲ୍ଲେଖ କରେ I (ଦେଖ: rc://*/ta/man/translate/figs-explicit)