or_tn/heb/06/intro.md

826 B

ଏବ୍ରୀ ୦୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଅବ୍ରାହାମଙ୍କ ନିୟମ

ଈଶ୍ବର ଅବ୍ରାହାମଙ୍କ ସହିତ କରିଥିବା ନିୟମରେ, ଅବ୍ରାହାମଙ୍କ ସନ୍ତାନମାନଙ୍କୁ ଗୋଟିଏ ମହା ଗୋଷ୍ଠୀ କରିବା ନିମନ୍ତେ ଈଶ୍ବର ପ୍ରତିଜ୍ଞା କରିଥିଲେ I ସେ ମଧ୍ୟ ଅବ୍ରାହାମଙ୍କ ସନ୍ତାନମାନଙ୍କୁ ସୁରକ୍ଷା ଦେବାକୁ ଓ ସେମାନଙ୍କ ଆପଣାର ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ I (ଦେଖ: rc://*/tw/dict/bible/kt/covenant)