8 lines
826 B
Markdown
8 lines
826 B
Markdown
|
# ଏବ୍ରୀ ୦୬ ସାଧାରଣ ସୂଚନା
|
||
|
|
||
|
## ଏହି ଅଧ୍ୟାୟର ବିଶେଷ ଧାରଣା
|
||
|
|
||
|
### ଅବ୍ରାହାମଙ୍କ ନିୟମ
|
||
|
|
||
|
ଈଶ୍ବର ଅବ୍ରାହାମଙ୍କ ସହିତ କରିଥିବା ନିୟମରେ, ଅବ୍ରାହାମଙ୍କ ସନ୍ତାନମାନଙ୍କୁ ଗୋଟିଏ ମହା ଗୋଷ୍ଠୀ କରିବା ନିମନ୍ତେ ଈଶ୍ବର ପ୍ରତିଜ୍ଞା କରିଥିଲେ I ସେ ମଧ୍ୟ ଅବ୍ରାହାମଙ୍କ ସନ୍ତାନମାନଙ୍କୁ ସୁରକ୍ଷା ଦେବାକୁ ଓ ସେମାନଙ୍କ ଆପଣାର ଦେଶ ଦେବାକୁ ପ୍ରତିଜ୍ଞା କରିଥିଲେ I (ଦେଖ: [[rc://*/tw/dict/bible/kt/covenant]])
|