8 lines
828 B
Markdown
8 lines
828 B
Markdown
# imitators
|
|
|
|
ଜଣେ “ଅନୁକାରୀ” ଯେକୌଣସି ବ୍ୟକ୍ତି ଅଟେ ଯେ ଅନ୍ୟ ବ୍ୟକ୍ତିର ଆଚରଣକୁ ନକଲ କରି ଥାଏ I
|
|
|
|
# inherit the promises
|
|
|
|
ଈଶ୍ବର ଯାହା ବିଶ୍ବାସୀମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି ତାହା ପାଇବା ବିଷୟରେ କୁହାଯାଏ ଯେପରି ପରିବାରର ଜଣେ ସଦସ୍ୟଙ୍କଠାରୁ ଧନସମ୍ପତ୍ତି ପ୍ରାପ୍ତ ହେବା I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଯାହା ପ୍ରତିଜ୍ଞା କରିଥିଲେ ପ୍ରାପ୍ତ ହେଲେ” (ଦେଖ: [[rc://*/ta/man/translate/figs-metaphor]])
|