or_tn/heb/06/12.md

828 B

imitators

ଜଣେ “ଅନୁକାରୀ” ଯେକୌଣସି ବ୍ୟକ୍ତି ଅଟେ ଯେ ଅନ୍ୟ ବ୍ୟକ୍ତିର ଆଚରଣକୁ ନକଲ କରି ଥାଏ I

inherit the promises

ଈଶ୍ବର ଯାହା ବିଶ୍ବାସୀମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି ତାହା ପାଇବା ବିଷୟରେ କୁହାଯାଏ ଯେପରି ପରିବାରର ଜଣେ ସଦସ୍ୟଙ୍କଠାରୁ ଧନସମ୍ପତ୍ତି ପ୍ରାପ୍ତ ହେବା I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେମାନଙ୍କୁ ଯାହା ପ୍ରତିଜ୍ଞା କରିଥିଲେ ପ୍ରାପ୍ତ ହେଲେ” (ଦେଖ: rc://*/ta/man/translate/figs-metaphor)