or_tn/heb/06/06.md

12 lines
1.1 KiB
Markdown

# it is impossible to restore them again to repentance
ସେମାନଙ୍କୁ ପୁନର୍ବାର ମନପରିବର୍ତ୍ତନ କରାଇବା ଅସାଧ୍ୟ ଅଟେ
# they crucify the Son of God for themselves again
ଯେତେବେଳେ ଲୋକମାନେ ଈଶ୍ବରଙ୍କଠାରୁ ବିମୁଖ ହୁଅନ୍ତି, ଏହା ଯେପରି ସେମାନେ ପୁନର୍ବାର ଯୀଶୁଙ୍କୁ କ୍ରୁଶରେ ଚଢାଇବା ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଏହା ଯେପରି ସେମାନେ ଆପଣା ନିମନ୍ତେ ଈଶ୍ବରଙ୍କ ପୁତ୍ରଙ୍କୁ ପୁନର୍ବାର କ୍ରୁଶରେ ଚଢାଇବା ସଦୃଶ ଅଟେ” (ଦେଖ: [[rc://*/ta/man/translate/figs-metaphor]])
# Son of God
ଏହା ଯୀଶୁଙ୍କ ନିମନ୍ତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ I