or_tn/heb/06/06.md

1.1 KiB

it is impossible to restore them again to repentance

ସେମାନଙ୍କୁ ପୁନର୍ବାର ମନପରିବର୍ତ୍ତନ କରାଇବା ଅସାଧ୍ୟ ଅଟେ

they crucify the Son of God for themselves again

ଯେତେବେଳେ ଲୋକମାନେ ଈଶ୍ବରଙ୍କଠାରୁ ବିମୁଖ ହୁଅନ୍ତି, ଏହା ଯେପରି ସେମାନେ ପୁନର୍ବାର ଯୀଶୁଙ୍କୁ କ୍ରୁଶରେ ଚଢାଇବା ସଦୃଶ ଅଟେ I ଅନ୍ୟଏକ ଅନୁବାଦରେ: “ଏହା ଯେପରି ସେମାନେ ଆପଣା ନିମନ୍ତେ ଈଶ୍ବରଙ୍କ ପୁତ୍ରଙ୍କୁ ପୁନର୍ବାର କ୍ରୁଶରେ ଚଢାଇବା ସଦୃଶ ଅଟେ” (ଦେଖ: rc://*/ta/man/translate/figs-metaphor)

Son of God

ଏହା ଯୀଶୁଙ୍କ ନିମନ୍ତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କର ସମ୍ପର୍କକୁ ବର୍ଣ୍ଣନା କରେ I