or_tn/heb/06/05.md

1.2 KiB

who tasted God's good word

ଈଶ୍ବରଙ୍କ ବାକ୍ୟକୁ ଶିଖିବା ବିଷୟରେ କୁହାଯାଏ ଯେପରି ଏହା ଖାଦ୍ୟକୁ ଆସ୍ବାଦନ କରିବା ସଦୃଶ ଥିଲା I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ସୁସମାଚାର ଶିକ୍ଷା କଲେ” (ଦେଖ: rc://*/ta/man/translate/figs-metaphor)

the powers of the age to come

ଏହାର ଅର୍ଥ ଈଶ୍ବରଙ୍କ ଶକ୍ତି ଅଟେ ଯେତେବେଳେ ତାହାଙ୍କ ରାଜ୍ୟ ସମଗ୍ର ଜଗତରେ ସମ୍ପୁର୍ଣଭାବରେ ଉପସ୍ଥିତ ହେବ I ଏହି ଅର୍ଥରେ, “ଶକ୍ତି” ସ୍ବୟଂ ଈଶ୍ବରଙ୍କୁ ବୁଝାଏ, ଯେ ସମସ୍ତ ଶକ୍ତି ଧାରଣ କରନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବର କିପରି ଭବିଷ୍ୟତରେ ଶକ୍ତିଯୁକ୍ତଭାବରେ କାର୍ଯ୍ୟ କରିବେ ତାହା ଶିକ୍ଷା କଲୁ” (ଦେଖ: rc://*/ta/man/translate/figs-metonymy)