or_tn/heb/06/05.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# who tasted God's good word
ଈଶ୍ବରଙ୍କ ବାକ୍ୟକୁ ଶିଖିବା ବିଷୟରେ କୁହାଯାଏ ଯେପରି ଏହା ଖାଦ୍ୟକୁ ଆସ୍ବାଦନ କରିବା ସଦୃଶ ଥିଲା I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଈଶ୍ବରଙ୍କ ସୁସମାଚାର ଶିକ୍ଷା କଲେ” (ଦେଖ: [[rc://*/ta/man/translate/figs-metaphor]])
# the powers of the age to come
ଏହାର ଅର୍ଥ ଈଶ୍ବରଙ୍କ ଶକ୍ତି ଅଟେ ଯେତେବେଳେ ତାହାଙ୍କ ରାଜ୍ୟ ସମଗ୍ର ଜଗତରେ ସମ୍ପୁର୍ଣଭାବରେ ଉପସ୍ଥିତ ହେବ I ଏହି ଅର୍ଥରେ, “ଶକ୍ତି” ସ୍ବୟଂ ଈଶ୍ବରଙ୍କୁ ବୁଝାଏ, ଯେ ସମସ୍ତ ଶକ୍ତି ଧାରଣ କରନ୍ତି I ଅନ୍ୟଏକ ଅନୁବାଦରେ: “ଈଶ୍ବର କିପରି ଭବିଷ୍ୟତରେ ଶକ୍ତିଯୁକ୍ତଭାବରେ କାର୍ଯ୍ୟ କରିବେ ତାହା ଶିକ୍ଷା କଲୁ” (ଦେଖ: [[rc://*/ta/man/translate/figs-metonymy]])