or_tn/heb/05/10.md

831 B

He was designated by God

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ଉପାଧି ଦେଲେ” କିମ୍ବା “ଈଶ୍ବର ତାହାଙ୍କୁ ନିଯୁକ୍ତ କଲେ” (ଦେଖ: rc://*/ta/man/translate/figs-activepassive)

after the manner of Melchizedek

ଏହାର ଅର୍ଥ ଯେ ଯାଜକଭାବରେ ଖ୍ରୀଷ୍ଟଙ୍କର ବିଷୟ ସମସ୍ତ ଯାଜକଭାବରେ ମଲକୀସେଦକଙ୍କ ସହିତ ସମାନ ଥିଲା I ଅନ୍ୟଏକ ଅନୁବାଦରେ: “ମହାଯାଜକ ହେବା ନିମନ୍ତେ ଯେପରି ମଲକୀସେଦକ ଥିଲେ”