or_tn/heb/05/10.md

8 lines
831 B
Markdown
Raw Permalink Normal View History

2020-11-19 00:15:53 +00:00
# He was designated by God
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ଉପାଧି ଦେଲେ” କିମ୍ବା “ଈଶ୍ବର ତାହାଙ୍କୁ ନିଯୁକ୍ତ କଲେ” (ଦେଖ: [[rc://*/ta/man/translate/figs-activepassive]])
# after the manner of Melchizedek
ଏହାର ଅର୍ଥ ଯେ ଯାଜକଭାବରେ ଖ୍ରୀଷ୍ଟଙ୍କର ବିଷୟ ସମସ୍ତ ଯାଜକଭାବରେ ମଲକୀସେଦକଙ୍କ ସହିତ ସମାନ ଥିଲା I ଅନ୍ୟଏକ ଅନୁବାଦରେ: “ମହାଯାଜକ ହେବା ନିମନ୍ତେ ଯେପରି ମଲକୀସେଦକ ଥିଲେ”