or_tn/heb/05/05.md

795 B

the one speaking to him said

ଈଶ୍ବର ତାହାଙ୍କୁ କହିଲେ

You are my Son; today I have become your Father

ଏହି ଦୁଇଟି ବାକ୍ୟାଂଶ ପ୍ରକୃତରେ ସମାନ ବିଷୟ ଅର୍ଥ କରନ୍ତି I ଦେଖ ଏବ୍ରୀ ୧:୫ରେ ଏହାକୁ କିପରି ଅନୁବାଦ କରିଅଛ I (ଦେଖ: rc://*/ta/man/translate/figs-parallelism)

Son ... Father

ଏ ଗୁଡିକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଯାହା ଯୀଶୁ ଓ ପିତା ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I(ଦେଖ: rc://*/ta/man/translate/guidelines-sonofgodprinciples)