# the one speaking to him said ଈଶ୍ବର ତାହାଙ୍କୁ କହିଲେ # You are my Son; today I have become your Father ଏହି ଦୁଇଟି ବାକ୍ୟାଂଶ ପ୍ରକୃତରେ ସମାନ ବିଷୟ ଅର୍ଥ କରନ୍ତି I ଦେଖ [ଏବ୍ରୀ ୧:୫](../01/05.md)ରେ ଏହାକୁ କିପରି ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-parallelism]]) # Son ... Father ଏ ଗୁଡିକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଯାହା ଯୀଶୁ ଓ ପିତା ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I(ଦେଖ: [[rc://*/ta/man/translate/guidelines-sonofgodprinciples]])