or_tn/heb/05/02.md

16 lines
1.3 KiB
Markdown

# those ... who have been deceived
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ..ଯେଉଁମାନଙ୍କୁ ଅନ୍ୟମାନେ ପ୍ରବଞ୍ଚନା କରିଅଛନ୍ତି” କିମ୍ବା “ସେମାନଙ୍କୁ ...ଯେଉଁମାନେ ମିଥ୍ୟା ବିଷୟକୁ ବିଶ୍ବାସ କରନ୍ତି” (ଦେଖ: [[rc://*/ta/man/translate/figs-activepassive]])
# who have been deceived
ଯେଉଁମାନେ ମିଥ୍ୟା ବିଷୟ ବିଶ୍ବାସ କରନ୍ତି ଏବଂ ସେଥିନିମନ୍ତେ ମନ୍ଦ ଆଚରଣ କରନ୍ତି
# is subject to weakness
ମହାଯାଜକଙ୍କ ନିଜ ଦୁର୍ବଳତା ବିଷୟରେ କୁହାଯାଏ ଯେପରି ଏହା ଅନ୍ୟ ଜଣେ ବ୍ୟକ୍ତି ଥିଲେ ଯେ ତାହାଙ୍କ ଉପରେ ଶାସନ କରନ୍ତି I ଅନ୍ୟଏକ ଅନୁବାଦରେ: “ଆତ୍ମିକଭାବରେ ଦୁର୍ବଳ” କିମ୍ବା “ପାପ ବିରୁଦ୍ଧରେ ଦୁର୍ବଳ ଅଟେ” (ଦେଖ: [[rc://*/ta/man/translate/figs-metaphor]])
# weakness
ପାପ ନିମନ୍ତେ ଅଭିଳାଶ