or_tn/heb/05/02.md

1.3 KiB

those ... who have been deceived

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ..ଯେଉଁମାନଙ୍କୁ ଅନ୍ୟମାନେ ପ୍ରବଞ୍ଚନା କରିଅଛନ୍ତି” କିମ୍ବା “ସେମାନଙ୍କୁ ...ଯେଉଁମାନେ ମିଥ୍ୟା ବିଷୟକୁ ବିଶ୍ବାସ କରନ୍ତି” (ଦେଖ: rc://*/ta/man/translate/figs-activepassive)

who have been deceived

ଯେଉଁମାନେ ମିଥ୍ୟା ବିଷୟ ବିଶ୍ବାସ କରନ୍ତି ଏବଂ ସେଥିନିମନ୍ତେ ମନ୍ଦ ଆଚରଣ କରନ୍ତି

is subject to weakness

ମହାଯାଜକଙ୍କ ନିଜ ଦୁର୍ବଳତା ବିଷୟରେ କୁହାଯାଏ ଯେପରି ଏହା ଅନ୍ୟ ଜଣେ ବ୍ୟକ୍ତି ଥିଲେ ଯେ ତାହାଙ୍କ ଉପରେ ଶାସନ କରନ୍ତି I ଅନ୍ୟଏକ ଅନୁବାଦରେ: “ଆତ୍ମିକଭାବରେ ଦୁର୍ବଳ” କିମ୍ବା “ପାପ ବିରୁଦ୍ଧରେ ଦୁର୍ବଳ ଅଟେ” (ଦେଖ: rc://*/ta/man/translate/figs-metaphor)

weakness

ପାପ ନିମନ୍ତେ ଅଭିଳାଶ