or_tn/heb/04/14.md

940 B

who has passed through the heavens

ଯେଉଁମାନେ ଈଶ୍ବର ରହିଥିବା ସ୍ଥାନରେ ପ୍ରବେଶ କରି ଅଛନ୍ତି

Son of God

ଏହ ଯୀଶୁଙ୍କ ନିମନ୍ତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

let us firmly hold to our beliefs

ବିଶ୍ବାସ ଓ ଭରସା ବିଷୟରେ କୁହାଯାଏ ଯେପରି ସେସମସ୍ତ ଏପରି ଏକ ବିଷୟ ଥିଲେ ଯାହା ଜଣେ ବ୍ୟକ୍ତି ଦୃଢ଼ ଭାବରେ ଧରି ପାରିବ I ଅନ୍ୟଏକ ଅନୁବାଦରେ; “ଆସୁ ଆମ୍ଭେମାନେ ତାହାଙ୍କଠାରେ ଦୃଢ଼ଭାବରେ ବିଶ୍ବାସ କରୁ” (ଦେଖ: rc://*/ta/man/translate/figs-metaphor)