# who has passed through the heavens ଯେଉଁମାନେ ଈଶ୍ବର ରହିଥିବା ସ୍ଥାନରେ ପ୍ରବେଶ କରି ଅଛନ୍ତି # Son of God ଏହ ଯୀଶୁଙ୍କ ନିମନ୍ତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]]) # let us firmly hold to our beliefs ବିଶ୍ବାସ ଓ ଭରସା ବିଷୟରେ କୁହାଯାଏ ଯେପରି ସେସମସ୍ତ ଏପରି ଏକ ବିଷୟ ଥିଲେ ଯାହା ଜଣେ ବ୍ୟକ୍ତି ଦୃଢ଼ ଭାବରେ ଧରି ପାରିବ I ଅନ୍ୟଏକ ଅନୁବାଦରେ; “ଆସୁ ଆମ୍ଭେମାନେ ତାହାଙ୍କଠାରେ ଦୃଢ଼ଭାବରେ ବିଶ୍ବାସ କରୁ” (ଦେଖ: [[rc://*/ta/man/translate/figs-metaphor]])