or_tn/heb/04/13.md

1.8 KiB

Nothing created is hidden before God

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେକୌଣସି ବିଷୟ ଯାହା ଈଶ୍ବର ସୃଷ୍ଟି କଲେ ତାହାଙ୍କଠାରୁ ଲୁଚି ପାରିବ ନାହିଁ” (ଦେଖ: rc://*/ta/man/translate/figs-activepassive)

everything is bare and open

ଏହା ସମସ୍ତ ସୃଷ୍ଟି ସମ୍ବନ୍ଧରେ କହେ ଯେପରି ସେସବୁ ଅନାବୃତ ହୋଇ ଠିଆ ହୋଇଥିବା ଜଣେ ବ୍ୟକ୍ତି ସଦୃଶ, କିମ୍ବା ଖୋଲାଥିବା ଗୋଟିଏ ସିନ୍ଦୁକ I ଅନ୍ୟଏକ ଅନୁବାଦରେ: “ସମସ୍ତ ବିଷୟ ସମ୍ପୂର୍ଣ୍ଣଭାବରେ ଅନାବୃତ ଅଟେ” (ଦେଖ: rc://*/ta/man/translate/figs-metaphor)

bare and open

ଏହି ଦୁଇଟି ବାକ୍ୟ ମୌଳିକ ଭାବରେ ସମାନ ଅର୍ଥ ପ୍ରକାଶ କରେ ଏବଂ ଗୁରତବାରୋପ କରେ ଯେ ଈଶ୍ବରଙ୍କଠାରୁ କୌଣସି ବିଷୟ ଗୁପ୍ତ ନୁହେଁ” (ଦେଖ: rc://*/ta/man/translate/figs-doublet)

to the eyes of the one to whom we must give account

ଈଶ୍ବରଙ୍କ ବିଷୟରେ କୁହାଯାଏ ଯେପରି ତାହାଙ୍କର ଚକ୍ଷୁ ଅଛି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ନିକଟରେ, ଯେ ଆମ୍ଭେମାନେ କିପରି ଜୀବନଯାପନ କରିଅଛୁ, ତାହାର ବିଚାର କରିବେ” (ଦେଖ: rc://*/ta/man/translate/figs-metaphor)