# Nothing created is hidden before God ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେକୌଣସି ବିଷୟ ଯାହା ଈଶ୍ବର ସୃଷ୍ଟି କଲେ ତାହାଙ୍କଠାରୁ ଲୁଚି ପାରିବ ନାହିଁ” (ଦେଖ: [[rc://*/ta/man/translate/figs-activepassive]]) # everything is bare and open ଏହା ସମସ୍ତ ସୃଷ୍ଟି ସମ୍ବନ୍ଧରେ କହେ ଯେପରି ସେସବୁ ଅନାବୃତ ହୋଇ ଠିଆ ହୋଇଥିବା ଜଣେ ବ୍ୟକ୍ତି ସଦୃଶ, କିମ୍ବା ଖୋଲାଥିବା ଗୋଟିଏ ସିନ୍ଦୁକ I ଅନ୍ୟଏକ ଅନୁବାଦରେ: “ସମସ୍ତ ବିଷୟ ସମ୍ପୂର୍ଣ୍ଣଭାବରେ ଅନାବୃତ ଅଟେ” (ଦେଖ: [[rc://*/ta/man/translate/figs-metaphor]]) # bare and open ଏହି ଦୁଇଟି ବାକ୍ୟ ମୌଳିକ ଭାବରେ ସମାନ ଅର୍ଥ ପ୍ରକାଶ କରେ ଏବଂ ଗୁରତବାରୋପ କରେ ଯେ ଈଶ୍ବରଙ୍କଠାରୁ କୌଣସି ବିଷୟ ଗୁପ୍ତ ନୁହେଁ” (ଦେଖ: [[rc://*/ta/man/translate/figs-doublet]]) # to the eyes of the one to whom we must give account ଈଶ୍ବରଙ୍କ ବିଷୟରେ କୁହାଯାଏ ଯେପରି ତାହାଙ୍କର ଚକ୍ଷୁ ଅଛି I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ନିକଟରେ, ଯେ ଆମ୍ଭେମାନେ କିପରି ଜୀବନଯାପନ କରିଅଛୁ, ତାହାର ବିଚାର କରିବେ” (ଦେଖ: [[rc://*/ta/man/translate/figs-metaphor]])