or_tn/heb/04/07.md

1.7 KiB

General Information:

ଏଠାରେ ଆମ୍ଭେମାନେ ଜାଣି ପାରୁଛୁ ଯେ ଗୀତସଂହିତାର ଏହି ଉଦ୍ଧୃତ ବାକ୍ୟ ଦାଉଦଙ୍କ ଦ୍ବାରା ଲେଖାଯାଇଥିଲା (ଏବ୍ରୀ ୩:୭-୮) I

if you hear his voice

ଇଶ୍ରାୟେଲ ପ୍ରତି ଈଶ୍ବରଙ୍କ ଆଜ୍ଞାସମୂହ ବିଷୟରେ କୁହାଯାଏ ଯେପରି ସେ ସେମାନଙ୍କୁ ଏକ ଶୁଣା ଯାଉଥିବା ଶବ୍ଦରେ କଥା କହିଥିଲେ I ଦେଖ ଏବ୍ରୀ ୩:୭ରେ ତୁମେ କିପରି ଏହାକୁ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମ୍ଭେମାନେ ଈଶ୍ବରଙ୍କ ବାକ୍ୟରେ ମନଯୋଗୀ ହୁଅ” (ଦେଖ: rc://*/ta/man/translate/figs-metaphor)

do not harden your hearts

ଏଠାରେ “ହୃଦୟ” ଜଣେ ବ୍ୟକ୍ତି ନିମନ୍ତେ ମନର ଏକ ପ୍ରତିରୂପ ଅଟେ I “ହୃଦୟକୁ କଠିନ କରିବା” ବାକ୍ୟାଂଶଟି ଶକ୍ତଗ୍ରୀବ ହେବା ନିମନ୍ତେ ଗୋଟିଏ ରୂପକ ଅଟେ I ଦେଖ ଏବ୍ରୀ ୩:୮ରେ ତୁମେ ଏହାକୁ କିପରି ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “”ଶକ୍ତଗ୍ରୀବ ହୁଅ ନାହିଁ” କିମ୍ବା “ଶୁଣିବାକୁ ଅଗ୍ରାହ୍ୟ କର ନାହିଁ” (ଦେଖ: rc://*/ta/man/translate/figs-metonymy)