or_tn/heb/03/08.md

1.2 KiB

do not harden your hearts

ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଭାବନା ନିମନ୍ତେ ଏକ ପ୍ରତିରୂପ ଅଟେ I “ହୃଦୟକୁ କଠିନ କରିବା” ବାକ୍ୟାଂଶ ଶକ୍ତଗ୍ରୀବ ହେବା ନିମନ୍ତେ ଏକ ରୂପକ ଅଟେ I ଅନ୍ୟଏକ ଅନୁବାଦରେ: “”ଶକ୍ତଗ୍ରୀବ ହୁଅ ନାହିଁ” କିମ୍ବା “ଶୁଣିବା ନିମନ୍ତେ ପ୍ରତ୍ୟାଖାନ କର ନାହିଁ” (ଦେଖ: rc://*/ta/man/translate/figs-metonymy)

as in the rebellion, in the time of testing in the wilderness

ଏଠାରେ “ବିଦ୍ରୋହ” ଏବଂ “ପରୀକ୍ଷା”କୁ କ୍ରିୟାଭାବରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେପରି ତୁମ୍ଭମାନଙ୍କ ପିତୃପୁରୁଷମାନେ ପ୍ରାନ୍ତରରେ ଈଶ୍ବରଙ୍କ ବିଦ୍ରୋହ କଲେ ଏବଂ ତାହାଙ୍କ ପରୀକ୍ଷା କଲେ” (ଦେଖ: rc://*/ta/man/translate/figs-abstractnouns)