14 lines
1.2 KiB
Markdown
14 lines
1.2 KiB
Markdown
# ଏବ୍ରୀ ୦୨ ସାଧାରଣ ସୂଚନା
|
||
|
||
## ଗଠନ ପ୍ରଣାଳୀ ଓ ଆକୃତି
|
||
|
||
ଏହି ଅଧ୍ୟାୟ ଯୀଶୁ କିପରି ମୋଶାଙ୍କଠାରୁ ଶ୍ରେଷ୍ଠ ଅଟନ୍ତି, ମହାନ ଇଶ୍ରାଏଲିୟ, ତାହା ବର୍ଣ୍ଣନା କରେ I
|
||
|
||
କେତେକ ଅନୁବାଦ ସହଜ ପଠନ ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂରରେ ଡାହାଣ ପାଖକୁ ଲେଖନ୍ତି I ULT ୨:୬-୮, ୧୨-୧୩ରେ କାବ୍ୟ ଆକାରରେ ଏହା କରୁଅଛି, ଯାହା ପୁରାତନ ନିୟମଠାରୁ ଶବ୍ଦସମୁହ ଅଟନ୍ତି I
|
||
|
||
## ଏହି ଅଧ୍ୟାୟର ବିଶେଷ ଧାରଣା
|
||
|
||
### ଭ୍ରାତୃଗଣ
|
||
|
||
ଲେଖକ ସମ୍ଭବତଃ “ଭ୍ରାତୃଗଣ” ଶବ୍ଦ ଖ୍ରୀଷ୍ଟିଆନମାନଙ୍କ ନିମନ୍ତେ ଉଲ୍ଲେଖ କରନ୍ତି ଯେଉଁମାନେ ଯିହୁଦୀ ଭାବେ ବୃଦ୍ଧି ପ୍ରାପ୍ତ ହେଲେ I
|