or_tn/heb/02/intro.md

1.2 KiB
Raw Permalink Blame History

ଏବ୍ରୀ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

ଏହି ଅଧ୍ୟାୟ ଯୀଶୁ କିପରି ମୋଶାଙ୍କଠାରୁ ଶ୍ରେଷ୍ଠ ଅଟନ୍ତି, ମହାନ ଇଶ୍ରାଏଲିୟ, ତାହା ବର୍ଣ୍ଣନା କରେ I

କେତେକ ଅନୁବାଦ ସହଜ ପଠନ ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂରରେ ଡାହାଣ ପାଖକୁ ଲେଖନ୍ତି I ULT :୬-୮, ୧୨-୧୩ରେ କାବ୍ୟ ଆକାରରେ ଏହା କରୁଅଛି, ଯାହା ପୁରାତନ ନିୟମଠାରୁ ଶବ୍ଦସମୁହ ଅଟନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଭ୍ରାତୃଗଣ

ଲେଖକ ସମ୍ଭବତଃ “ଭ୍ରାତୃଗଣ” ଶବ୍ଦ ଖ୍ରୀଷ୍ଟିଆନମାନଙ୍କ ନିମନ୍ତେ ଉଲ୍ଲେଖ କରନ୍ତି ଯେଉଁମାନେ ଯିହୁଦୀ ଭାବେ ବୃଦ୍ଧି ପ୍ରାପ୍ତ ହେଲେ I