or_tn/heb/02/17.md

772 B

it was necessary for him

ଏହା ଯୀଶୁଙ୍କ ନିମନ୍ତେ ଆବଶ୍ୟକ ଥିଲା

like his brothers

ଏଠାରେ “ଭ୍ରାତୃଗଣ” ସାଧାରଣଭାବରେ ଲୋକମାନଙ୍କୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ମନୁଷ୍ୟ ସଦୃଶ”

he would bring about the pardon of the people's sins

କ୍ରୁଶ ଉପରେ ଯୀଶୁଙ୍କ ମୃତ୍ୟୁର ଅର୍ଥ ଯେ ଈଶ୍ବର ପାପକ୍ଷମା କରି ପାରିବେ I ଅନ୍ୟଏକ ଅନୁବାଦରେ: “ସେ ଏହା ସମ୍ଭବ କରିବେ କାରଣ ଈଶ୍ବର ଲୋକମାନଙ୍କ ପାପକ୍ଷମା କରନ୍ତି”